fbpx

ଏହି ସମୟରେ ଝିଅମାନେ ହୁଅନ୍ତି ଅଧିକ ରୋମାଣ୍ଟିକ୍

କେଉଁ ବୟସରେ ଝିଅମାନେ ଅଧିକ ରୋମାଣ୍ଟିକ ହୁଅନ୍ତି, ତାହା ଅଧିକାଂଶ ପୁଅ ଜାଣିବାକୁ ଚାହାନ୍ତି । ବହୁ ସମୟରେ ଏନେଇ ଅନେକ ରିସର୍ଚ୍ଚ ମଧ୍ୟ ହୋଇଛି । ନିକଟରେ ଏକ ବିଦେଶୀ କମ୍ପାନୀ ଦ୍ୱାରା ଏହି ବିଷୟରେ ସର୍ଭେ କରାଯାଇଥିଲା । ଅନଲାଇନ୍ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ବହୁ ମହିଳା ଭାଗ ନେଇଥିଲେ । ସର୍ଭେ ଦ୍ୱାରା ଜଣାପଡିଲା କି, ୨୭ରୁ ୩୩ ବର୍ଷ ବୟସ ମଧ୍ୟରେ ମହିଳାମାନେ ବହୁତ ରୋମାଣ୍ଟିକ୍ ହେବା ସହ ସେମାନେ ନିଜ ପାଇଁ ସାଥୀଟିଏ ଖୋଜିଥାନ୍ତି ।

ଏହି ସର୍ଭେ ଦ୍ୱାରା ଏହି ବୟସର ମହିଳାମାନଙ୍କ ପସନ୍ଦ ବିଷୟରେ ବି ବର୍ଣ୍ଣନା କରାଯାଇଛି । ଅଧିକାଂଶ ମହିଳା ନିଜ ଜୀବନକୁ ମୁକ୍ତ ଭାବରେ ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି । ତେବେ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ୨୭ ରୁ ୩୩ ବର୍ଷ ବୟସର ମହିଳା ବା ଯୁବତୀମାନେ ପ୍ରେମ କରିବାକୁ ଉପଯୁକ୍ତ ।

Get real time updates directly on you device, subscribe now.