fbpx
BJD SKY
BJD SKY

(Video) ଗାତରେ ଫସିଗଲା ଛେଳି ଛୁଆ, ଉଦ୍ଧାର କରିବାକୁ ଯୁବକଙ୍କ କଲେ ଏଭଳି ଉଦ୍ୟମ: ଭାଇରାଲ ହେଉଛି ଭିଡିଓ…

BJD

ଛେଳିକୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତି ନିଜ ଜୀବନକୁ ବିପଦରେ ପକାଉଛନ୍ତି । ଏକ ଭୟଙ୍କର ଗର୍ତ୍ତରେ ପଡ଼ିଯାଇଥିବା ଛେଳିକୁ ବଞ୍ଚାଇବା ପାଇଁ ନିଜେ ସେହି ଗର୍ତ୍ତ ଭିତରେ ପଶୁଛନ୍ତି, ଏବଂ ଛେଳିକୁ ଉଦ୍ଧାର ମଧ୍ୟ କରୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆପଣ ପଶୁ ଉଦ୍ଧାର କରିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ । ଆଉ ଏଥିପାଇଁ ଲୋକେ ଉଦ୍ଧାକାରୀ ଦଳକୁ ଖୁବ ପ୍ରଶଂସା ମଧ୍ୟ କରିଥାନ୍ତି । ଏପରି ବ୍ୟକ୍ତିଙ୍କୁ ସୋସିଆଲ ମିଡିଆ ବ୍ୟବହାରକାରୀ ଭଗବାନ ବୋଲି ଭାବିଥାନ୍ତି । କିନ୍ତୁ ଏ ଭିିଡିଓ ଦେଖି ଆପଣ ନିଶ୍ଚୟ ବୁଝିପାରୁଥିବେ କିଭଳି ଜଣେ ବ୍ୟକ୍ତି ନିଜ ଜୀବନକୁ ବପଦରେ ପକାଇ ଛେଳି ଛୁଆକୁ ଉଦ୍ଧାର କରୁଛନ୍ତି । ଭିଡିଓଟିକୁ ଦେଖି ସମସ୍ତେ ଚିକିତ ହେବା ସହ ତାଙ୍କର ଏହି ଉଦ୍ୟମକୁ ନେଇ ଖୁବ ପ୍ରଶଂସା କରୁଛନ୍ତି । ଭିଡିଓଟିକୁ ଆଇପିଏସ ଅଧିକାରୀ ରୁପିନ୍ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.