fbpx
BJD
BJD SKY
BJD SKY

ବର୍ଷାକୁ ନେଇ ସଜାଗ ସରକାର

ଭୁବନେଶ୍ୱର,୧୮ ।୧୦(ଓଡିଶା ଭାସ୍କର): ସମ୍ଭାବ୍ୟ ବର୍ଷାକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୧୯ରୁ ୨୨ ଯାଏଁ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଂଶଧାରା, ଋଷିକୂଲ୍ୟା ନଦୀ ଭଣ୍ଡାରରେ ଜଳସ୍ତର କମ୍ ରହିଛି । ୮୦ ଶତକଡାରୁ ୬୦ ରୁ ୭୦ ଶତକଡା ରଖାଯାଇଛି । ୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନଦୀବନ୍ଧ ଦୁର୍ବଳ ସ୍ଥାନରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜଳସମ୍ପଦ ବିଭାଗ ସଜାଗ ରହିଛି, ଭୟଭୀତ ହେବାର ନାହିଁ ।’

Get real time updates directly on you device, subscribe now.