-
World 116,721,936
WorldConfirmed: 116,721,936Active: 21,801,801Recovered: 92,326,946Death: 2,593,189 -
USA 29,593,704
USAConfirmed: 29,593,704Active: 8,874,812Recovered: 20,183,329Death: 535,563 -
India 11,192,088
IndiaConfirmed: 11,192,088Active: 180,267Recovered: 10,854,128Death: 157,693 -
Brazil 10,871,843
BrazilConfirmed: 10,871,843Active: 937,485Recovered: 9,671,410Death: 262,948 -
Russia 4,312,181
RussiaConfirmed: 4,312,181Active: 323,107Recovered: 3,900,348Death: 88,726 -
UK 4,207,304
UKConfirmed: 4,207,304Active: 938,476Recovered: 3,144,567Death: 124,261 -
Italy 3,023,129
ItalyConfirmed: 3,023,129Active: 456,470Recovered: 2,467,388Death: 99,271 -
Turkey 2,757,460
TurkeyConfirmed: 2,757,460Active: 119,711Recovered: 2,608,848Death: 28,901 -
Germany 2,493,887
GermanyConfirmed: 2,493,887Active: 122,190Recovered: 2,299,400Death: 72,297 -
Pakistan 588,728
PakistanConfirmed: 588,728Active: 17,352Recovered: 558,210Death: 13,166 -
China 89,962
ChinaConfirmed: 89,962Active: 173Recovered: 85,153Death: 4,636
କରୋନା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାଘାଟରେ ବିକ୍ରି କରୁଥିବା ଲୋକଙ୍କ ନିକଟରେ ଆର୍ଥିକ ସମସ୍ୟା ଦେଖାଯାଉଛି । ସେହି ଲୋକମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ସରକାର ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ଅନେକ ଲୋକ ପିଏମ ସ୍ୱନିଧି ଯୋଜନାର ଲାଭ ଉଠାଇଛନ୍ତି ।
ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧିନରେ ୨୫ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଲକ୍ଷରୁ ଅଧିକ ଲୋକଙ୍କ ଆବେଦନକୁ ଅନୁମୋଦନ କରାଯାଇଛି ।
ତେବେ କରୋନା ସମୟରେ ବ୍ୟବସାୟୀମାନଙ୍କର ଅନେକ କ୍ଷତି ହୋଇଛି । ଅନେକ ଛୋଟ ଦୋକାନୀ ଅଛନ୍ତି, ଯେଉଁମାନେ ନିଜ ବ୍ୟବସାୟ ପୁନଃ ଆରମ୍ଭ କରିବାକୁ ଅସମ୍ଭର୍ଥ ହେଉଛନ୍ତି । ଲକଡାଉନରେ ପ୍ରଭାବିତ ଦୋକାନୀମାନଙ୍କୁ ସ୍ୱନିଧି ଯୋଜନା ଅଧିନରେ ସରକାର ପୁଞ୍ଜି ଯୋଗାଉଛନ୍ତି ।
ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତାକଡ ଦୋକାନୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ୧୦ ହଜାର ଟଙ୍କା ଋଣ ଦିଆଯାଉଛି । ଏହି ଯୋଜନାରେ ୫୦ ଲକ୍ଷ ଲୋକଙ୍କୁ ଋଣ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୋଜନାରେ ଋଣ ନେବା ପାଇଁ କୌଣସି ଗ୍ରାରେଣ୍ଟିର ଆବଶ୍ୟକ ନାହିଁ ।
ରାସ୍ତା-ଘାଟ ବିକ୍ରେତା ମାନେ ୧ ବର୍ଷ ମଧ୍ୟରେ ମାସିକ କିସ୍ତି ହିସାବରେ ଏହି ଟଙ୍କା ସୁଝିପାରିବେ । ଯେଉଁମାନେ ଠିକ୍ ସମୟରେ ଲୋନ୍ ପରିଶୋଧ କରିବେ ୭ ପ୍ରତିଶତ ସୁଧରେ ସବସିଡି ମିଳିବ । ଏହା ସହ ୧୨୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକର ସୁବିଧା ରହିଛି ।
Comments are closed.