-
World 144,243,003
WorldConfirmed: 144,243,003Active: 18,483,424Recovered: 122,693,676Death: 3,065,903 -
USA 32,557,011
USAConfirmed: 32,557,011Active: 6,853,992Recovered: 25,120,268Death: 582,751 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,200,025
GermanyConfirmed: 3,200,025Active: 294,617Recovered: 2,824,100Death: 81,308 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ନୂଆଦିଲ୍ଲୀ,୧୯ ।୧୧: ଦେଶର ଅନେକ ସ୍ଥାନରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି । ଦିଲ୍ଲୀରେ ଏଣିକି ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି ଯେ, ‘ ଏହା ପୂର୍ବରୁ ଜୋରିମାନା ୫୦୦ ଟଙ୍କା ଥିଲା । କିନ୍ତୁ ଅନେକ ଲୋକ ଆଜି ବି ମାସ୍କ ପିନ୍ଧୁନାହାନ୍ତି । ସେଥିପାଇଁ ଆମେ ଜୋରିମାନାକୁ ୨୦୦୦ ଟଙ୍କାକୁ ବୃଦ୍ଧି କରିଛୁ ।’
ତେବେ ଦିଲ୍ଲୀରେ ଆଜି କରୋନାରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ହଜାର ୪୮୬ ନୂଆ ସଂକ୍ରମିତ ହୋଇଛନ୍ତି ।
Comments are closed.