fbpx

ଏପ୍ରିଲ ୧ରୁ ଘଣ୍ଟାକରେ ହେବ ଜମି କାଗଜପତ୍ର

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): ଏପ୍ରିଲ ୧ରୁ ଘଣ୍ଟାକରେ ସମସ୍ତ ଜମି କାଗଜପତ୍ର ମିଳିବ । ସବରେଜିଷ୍ଟ୍ରାର ଅଫିସରେ ପଞ୍ଜିକରଣ କଲେ ସେହିଦିନ ହିଁ ରେଜିଷ୍ଟ୍ରସନ ତଥ୍ୟ ମିଳିବ । ରାଜସ୍ବ ବିଭାଗ “ମୋ ସରକାର” ଅଧିନକୁ ଆସିବାକୁ ଥିବାବେଳେ ଫେବୃଆରୀ ୧୦ରୁ ଏହା କାର୍ଯ୍ୟକାରୀ କରିବ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଯେଉଁ ତହସିଲଦାରଙ୍କ ବକେୟା କାମ ଅଛି ତାଙ୍କର ଛୁଟି ବାତିଲ କରାଯିବ । +୨ ଓ +୩ କଲେଜକୁ ନିଜ ନାଁରେ ଜମି କରାଇନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.