fbpx

‘ମୋ ସରକାର’ରେ ଗ୍ରାମୀଣ ବିକାଶ ବିଭାଗ

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଫେବ୍ରୁଆରୀ ପହିଲାରୁ ରାଜ୍ୟ ସରକାରଙ୍କ ‘ମୋ ସରକାର’କୁ ଯିବ ଗ୍ରାମୀଣ ବିକାଶ ବିଭାଗ । ଯେଉଁ ଗାଁକୁ ରାସ୍ତା ନଥିବ, ସେଠାରେ ରାସ୍ତା ସଂଯୋଗ କରାଯିବ । ୪୩୦୦ ଗାଁକୁ ରାସ୍ତା ନଥିବା ବେଳେ କିଚି ରାସ୍ତା ପ୍ଲାନର ପୁଣି ସଂଶୋଧନ କରାଯିବ । ଶହେରୁ ଅଧିକ ଲୋକ ଥାଇ ରାସ୍ତା ନିର୍ମାଣ ହେବ । ଅପହଞ୍ଚ ଗାଁ ଚିହ୍ନଟ ବିଭିନ୍ନ ସମନ୍ୱୟରେ କରାଯିବ । ପଞ୍ଚାୟତିରାଜ, ଜଙ୍ଗଲ, ଆଦିବାସୀ ବିକାଶ ଓ ଜଳ ସମ୍ପଦ ସମନ୍ୱୟରେ କରାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.