fbpx
BSKY
BJD SHG SKY
BJD YOUTH SKY

ମଧୁସୂଦନ ଲ’ କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା

ଭୁବନେଶ୍ୱର | (ଓଡିଶା ଭାସ୍କର) :   ବିଶ୍ୱବିଦ୍ୟାଳୟ ହେଲା ମଧୁସୂଦନ ଲ’ କଲେଜ । କଟକ ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟର ମିଳିଲା ମାନ୍ୟତା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୮ ତାରିଖ ପାଖରୁ ନିୟମ ଲାଗୁ କରାଯିବ । ସୂଚନା ଅନୁସାରେ ବହୁଦିନ ଧରି ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ  ଦାବି  ଯୋର ଧରି ଆସୁଥିଲା ।

Get real time updates directly on you device, subscribe now.