fbpx

ଗ୍ରୁପ-ଏ ରେଳସେବା ଏଣିକି IRMS ନାମରେ ହେବ ପରିଚିତ

ନୂଆଦିଲ୍ଲୀ, ୨୪ା୧୨: ରେଳ ବିଭାଗର ସାଂଗଠନିକ ପୁନର୍ଗଠନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଗ୍ରୁପ-ଏ ରେଳସେବା ଏଣିକି ଆଇଆରଏମଏସ(ଭାରତୀୟ ପରିଚାଳନା ସେବା) ନାଁରେ ପରିଚିତ ହେବ । ଗ୍ରୁପ-ଏ ଅଧୀନରେ ଆସୁଥିବା ୮ଟି ସେବା ପଦବୀ ଆଇଆରଏମଏସ ଅଧୀନକୁ ଆସିବ । ପ୍ରତିରକ୍ଷା ଷ୍ଟାପ୍ ମୁଖ୍ୟ –ସିଡ଼ିଏସ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

Get real time updates directly on you device, subscribe now.