fbpx

ଜିଏସଟି ଠକେଇ ଅଭିଯୋଗରେ ଦୁଇ ଗିରଫ

ରାଉରକେଲା, ୨୩ା୧(ଓଡ଼ିଶା ଭାସ୍କର): ଆଜି ରାଉରକେଲାରେ ବହୁ କୋଟି ଟଙ୍କାର ଜିଏସଟି ଠକେଇର ପର୍ଦାଫାସ କରାଯାଇଛି । ଏନେଇ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୧୨୩ କୋଟିର ଜିଏସଟି ଠକେଇ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତିି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ସୁବାସ ସ୍ୱାଇଁ ଓ ଅମିତ ଗେରୁଆଲ ।

Get real time updates directly on you device, subscribe now.