fbpx

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ଜଜ୍

କଟକ, ୨୩ା୧(ଓଡ଼ିଶା ଭାସ୍କର): ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟ ବିଚାରପତି ହେବା ନେଇ ସୂଚନା ମିଳିଛି । ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କର ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । ଏବେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଅଛନ୍ତି ସାବିତ୍ରୀ । ସାବିତ୍ରୀଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ୱେବସାଇଟରୁ ସୂଚନା ମିଳିଛି ।

Get real time updates directly on you device, subscribe now.