fbpx

କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

କଟକ: ଦିନ ଦ୍ଵିପ୍ରହରରେ ସିଲଭର ସିଟି କଟକରେ ଗର୍ଜିଲା ବନ୍ଧୁକ, ଟଳିପଡ଼ିଲେ ଯୁବକ। ସଦର ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ଘଟଣା ଘଟିଛି, ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ୨ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କୁ ଗୁଳି କରିଥିଲେ। ଗୁଳିକାଣ୍ଡର କାରଣ ଜଣା ପଡ଼ିନଥିଲା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.