fbpx

ହାଫିଜ ସୟିଦକୁ ୫ବର୍ଷ ଜେଲ୍

ଇସଲାମାବାଦ, ୧୨ା୨: ବିଶ୍ୱ ଆତଙ୍କବାଦୀ ହାଫିଜ ସୟିଦ ପାକିସ୍ତାନ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୫ବର୍ଷ କାରାଦଣ୍ଡାଦେଶ ହୋଇଛି । ନିଷିଦ୍ଧ ସଙ୍ଗଠନ ଜମାତ-ଉଦ୍-ଦାୱାର ମୁଖ୍ୟ ହାଫିଜ ସୟିଦ । ୨୦୦୮ ମୁମ୍ବାଇ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ହାଫିଜ ଥିଲା ।

Get real time updates directly on you device, subscribe now.