fbpx
BJD SKY
BJD SKY

ବିବାହ ଦିନ ବନ୍ଧୁକ ଧରି ଷ୍ଟଣ୍ଟ କରୁଥିଲେ, ହଠାତ୍ ଚିତ୍କାର ଶୁଭିଲା, ଦଉଡିଲେ ସବୁ…. ଭିଡ଼ିଓ ଦେଖିଲେ ହୋସ୍ ଉଡିଯିବ

BJD

ନୂଆଦିଲ୍ଲୀ : ବିବାହକୁ ସ୍ମରଣୀୟ କରିବା ସମସ୍ତଙ୍କ ଇଚ୍ଛା ଥାଏ । ବିବାହକୁ ସ୍ୱତନ୍ତ୍ର କରିବାକୁ ଅନେକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି । କିନ୍ତୁ ବେଳେବେଳେ ଏପରି କିଛି ଘଟଣା ଘଟେ, ଯାହା କେବଳ ଅଘଟଣ ନୁହେଁ ଭାବିଲା ବେଳକୁ ଛାତି ଥରି ଉଠେ ।

ଆଜିକାଲି ବିବାହରେ ଷ୍ଟଣ୍ଟ ଏବଂ ଫଟୋସୁଟରେ ଏକ ଫ୍ୟାସନରେ ପରିଣତ ହୋଇଛି । ଅବଶ୍ୟ ନିକଟରେ ହୋଇଥିବା ଏକ ଭାଇରାଲ୍ ଭିଡିଓ ପ୍ରମାଣ କରିଛି ଯେ ଏହିପରି ଷ୍ଟଣ୍ଟ ସବୁବେଳେ ସୁରକ୍ଷିତ ହୋଇ ନପାରେ। ବାସ୍ତବରେ ଏକ ଭାଇରାଲ୍ କ୍ଲିପ୍ ରେ ବର ଏବଂ ବଧୂ ଭିନ୍ନ ଭିନ୍ନ ପୋଜ୍ ଦେଉଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ହାତରେ ସ୍ପାର୍କଲ ଗନ୍ ଧରି ପୋଜ୍ ଦେବା । ଉଭୟ ହାତରେ ସ୍ପାର୍କଲ ଗନ୍ ଧରିଛନ୍ତି । କିନ୍ତୁ ଏହାକୁ ଚଳାଇବା ମାତ୍ରେ ଏଭଳି ଘଟରା ଘଟିଲା ଯାହା ହୃଦୟ ଥରାଇ ଦେଲା ।

 

ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ ବଧୂ ଧରିଥିବା ବନ୍ଧକରୁ ବିସ୍ଫୋରଣ ହୋଇ ନିଆଁ ଯାଇ ସିଧା ତାଙ୍କ ନିଜ ମୁହଁରେ ପଡିଲା । ହଠାତ୍ ବଧୂଙ୍କ ଚିତ୍କାର ଶୁଣି ସମସ୍ତେ ଯିଏ ଯୁୁଆଡେ ଦଉଡି ପଳାଇଲେ । ପରେ ସେମାନେ ବଧୂ ପାଖକୁ ଆସି ତାଙ୍କୁ ସାହାଯ୍ୟ କରିଥିଲେ ।

Get real time updates directly on you device, subscribe now.