fbpx
BSKY
BJD MC SKY
BJD YOUTH SKY

ରାତି ୮ଟା ୪୦ ସୁଦ୍ଧା ୧୦ ଜିଲ୍ଲା ସାବଧାନ୍! ଭୀଷଣ ବର୍ଷିବ

ଭୁବନେଶ୍ୱର,୨୯ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ରାତି ୮ଟା ୪୦ ସୁଦ୍ଧା ଭୀଷଣ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହ ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୧୦ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ସେହି ୧୦ ଜିଲ୍ଲା ମଧ୍ୟରେ – କଳାହାଣ୍ଡି, ରାୟଗଡା, କନ୍ଧମାଳ, ବଲାଙ୍ଗିର, ନୂଆପଡା, ନବରଙ୍ଗପୁର, ଗଞ୍ଜମା, ଗଜପତି, ନୟାଗଡ ଓ କୋରାପୁଟ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।

Get real time updates directly on you device, subscribe now.