fbpx

ସ୍ନାନଯାତ୍ରାର ହେବ ସିଧା ପ୍ରସାରଣ

ପୁରୀ,୨୯ ।୫(ଓଡିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ପ୍ରସାରଣ ପାଇଁ ମିଳିଲା ଅନୁମତି । ଏନେଇ ଗଣମାଧ୍ୟମକୁ ଫିଡ୍‌ ଦେବେ ରାଜ୍ୟ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହଯୋଗରେ LIVE କରିପାରିବେ ଘରୋଇ ଚ୍ୟାନେଲ । ସବୁ ଚ୍ୟାନେଲକୁ ଫୁଟେଜ ଯୋଗାଇବ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.