fbpx
BSKY SKY
BSKY SKY

୮ ଜିଲ୍ଲା ସାବଧାନ୍! ଆଜିଠାରୁ ରାଜ୍ୟରେ ଲଘୁଚାପ ବର୍ଷା ଆରମ୍ଭ, ଖୁବ୍ ଛେଚିବ

BSKY

ଭୁବନେଶ୍ୱର,୧୦ ।୬(ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟରେ ଲଘୁଚାପ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏନେଇ ୮ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୫ଟି ଜିଲ୍ଲା ଗୁଡିକ ମଧରେ- ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ ଓ କଳାହାଣ୍ଡି ।

ଏହା ସହିତ ଅନ୍ୟ ୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହି ୩ ଜିଲ୍ଲା ହେଉଛି- କୋରାପୁଟ, ମାଲକାନଗିରି ଓ ରାୟଗଡ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ତାଜା ଅପଡେଟ୍ ଦିଆଯାଇଛି ।

Get real time updates directly on you device, subscribe now.