ଭୁବନେଶ୍ୱର: ବିଜେଡି ବିଧାୟିକା ମନୋରମା ମହାନ୍ତି ଓ ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ଲାଗିଛି ବଡ଼ ଝଟକା । ନିର୍ବାଚନ ଅନିୟମିତତାର ଶୁଣାଣି ହେବ ବୋଲି କହିଛନ୍ତି ହାଇକୋର୍ଟ । ତେବେ ସେମାନେ ଆବେଦନ ଖାରଜ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ ।
ସୂଚନା ମୁତାବକ, ମନୋରମାଙ୍କ ନାଁରେ ଭକ୍ତ ଦାସ ମାମଲା କରିଛନ୍ତି । ଅନ୍ୟପଟେ ଅଶ୍ୱିନୀଙ୍କ ନାଁରେ ବ୍ରଜମୋହନ ପ୍ରଧାନ ମାମଲା ରୁଜୁ କରିଛନ୍ତି ।