fbpx

ଟିକ୍-ଟକ୍ ଭିଡିଓକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Advertisement

କଟକ,୨୯ ।୫(ଓଡିଶା ଭାସ୍କର): ଟିକ୍-ଟକ୍ ଭିଡିଓକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ହାଇକୋର୍ଟଙ୍କ ଅନୁସାରେ, ‘ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶ୍ରୟ ଦେଉଛି ଏହି ଟିକ୍-ଟକ୍ ଭିଡିଓ । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏନେଇ ଅନେକ ଜୀବନ ଓ ସମ୍ମାନହାନୀ ଘଟୁଛି । ଏସବୁ ରୋକିବାକୁ ରାଜ୍ୟରେ ସାଇବର ତଦନ୍ତ କଡାକଡି ହେଉ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ତେବେ ସମ୍ବଲପୁରର ଏକ ମାମଲାର ବିଚାର କରୁଥିବା ବେଳେ ଏଭଳି ରାୟ ଦେଇଛନ୍ତି ହାଇକୋର୍ଟ ।

Get real time updates directly on you device, subscribe now.