fbpx

ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୪ା୩: ଚଳିତବର୍ଷ ହୋଲି ଖେଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ପାଇଁ ସେ ହୋଲି ଖେଳିବେନି । ଏନେଇ ସେ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ହୋଲି ଭଳି ମିଳନ ଉତ୍ସବରେ ସାମିଲ ହେବେନି ବୋଲି ସେ କହିଛନ୍ତି । କରୋନା ନେଇ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ ଅନୁସାରେ ଜନସମାବେଶକୁ ହ୍ରାସ କରିବାକୁ ପଡ଼ିବ ତେଣୁ ସେ ହୋଲି ଖେଳିବେନି ବୋଲି କହିଛନ୍ତି ।

Get real time updates directly on you device, subscribe now.