fbpx
BJD SKY
BJD SKY

ରଙ୍ଗ ବଦଳରେ ରକ୍ତର ହୋଲି: ଗାଁ ଦାଣ୍ଡରେ ରାଜନୈତିକ ଶତ୍ରୁତା ପାଇଁ ବୁଲିଲା ଫାର୍ଶା

BJD

ଗୋଟିଏ ପଟେ ହୋଲି ପାଇଁ ସବୁଆଡ଼େ ଉତ୍ସବମୁଖର ପରିବେଶ ରହିଥିବା ବେଳେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ରକ୍ତାକ୍ତ ପରିସ୍ଥିତି ।

ଗଡ଼ିଶାଗଦା ଥାନା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଫାର୍ଶାରେ ହାଣିଲେ ଦୁର୍ବୁତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଗୁରୁତର, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.