fbpx

ରାଶିଫଳ (ଶନିବାର, ୨୦ ଫେବୃୟାରୀ ୨୦୨୧)

ମେଷ -ଦିନଟି ସେନ୍ତାଷଜନକ ଆଜିର କାର୍ଯ୍ୟାବଳୀ ମନେର ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପେଭାଗ କରେିବ । କୌଣସି ଦ୍ୱିଧୋବାଧନ ନ କରି ସୁଫଳକୁ ବନ୍ଧୁମାନଙ୍କ ସହିତ ମିଳି ଉପେଭାଗ କରନ୍ତୁ ।
ବୃଷ -ଆପଣ ସମାଜେସବା କରିବାକୁ ମନବଳାେଇବ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚେଷ୍ଟା କରେିବ । ଦିନ ସରେିଲ ଆପଣ କାମ ପାଇଁ ବହୁତ ଖୁସି େହେବ ।
ମିଥୁନ – ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରେୂପ ସୁସ୍ଥ ରହେିବ । ଘର ହେଉ ବା କାର୍ଯ୍ୟେକ୍ଷତ୍ର , ଆପଣଙ୍କ ଆକଷର୍ଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରେିଦବ ।
କକର୍ଟ -ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟେିକାଣ ସମ୍ପୂର୍ଣ ରେୂପ ବଦଳିଯାଇପୋର । ଆଜି ଆପଣ ବ୍ୟବହାରିକ ଏବଂ ତକର୍ସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରେିବ ।

ସିଂହ -ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗେର ସାହାଯ୍ୟ କରିବ । ଏହାର ଉପେଯାଗ ଆପଣ ଭବିଷ୍ୟତ ଯୋଜନା କରିବୋର ବିନେିଯାଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପେର ଧ୍ୟାନ େଦେବ, େତେବ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।
କନ୍ୟା – ଆଜି ଆପଣ କୌଣସି ପ୍ରତେିଯାଗିତାର ମାନସିକତୋର ଅଛନ୍ତି । ଜୀବନର େକେତକ କ୍ଷେତ୍ରେର ଏହା ଠିକ୍‌, ମାତ୍ର ମେନରଖନ୍ତୁ ଯେ ଆପଣ ଯେମିତି ବେଶି ଉଗ୍ର ମେନାବୃତି ନଆଣନ୍ତି ବେିଶଷତଃ ନିଜ ପରିବାରକୁ ନେଇ ।
ତୁଳା -ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି,ନିଜର ହୃଦୟ କଥା ଶୁଣନ୍ତୁ । ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦଶର୍ନ ଦେବ । ଏହା ଆପଣଙ୍କ ପାଇଁ ସୁଖମୟ ହେବ ।

ବିଛା -ଆଜି ଆପଣଙ୍କ ମାନସିକ ଶକ୍ତି ଏହାର ଚରମ ସୀମୋର ରହିବ । ଆପଣଙ୍କୁ ଅସୁବିଧା ଅବସର ଭଳି ଲାଗିବ ଏବଂ ଏହା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ବିପଦ ସହ ସଂଗ୍ରାମ କରିବାର ଆପଣଙ୍କର ଏହି ସ୍ୱଭାବ ଆପଣଙ୍କୁ ଅୋଗଇ ନେବ ।

ଧନୁ – ଆଜି ଆପଣଙ୍କ ଘେରାଇ ଜୀବନେର କିଛି ଉତଥାନ ପତ୍ତନ ହେବାର ଅଛି । କିନ୍ତୁ ଅୋଦø ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା ହେବ ଭଲ ହେବ । ଘରକୁ ଅତିଥି ଆସେିବ ଏବଂ ଖୁସି ବଢ଼ିବ । ପରିବାରେର ସମେସ୍ତ ଖୁସେିର ରହେିବ ।

ମକର – ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚେର ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।
କୁମ୍ଭ – ଆଜି ଦିନେର ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପୋର । ପରିବାର ସଦସ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରେିବ । କିନ୍ତୁ ଏହା ଖୁବ୍ ଶୀଘ୍ର ଦୂର ହୋଇଯିବ ।

ମୀନ -ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗେିଲ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ ।

Get real time updates directly on you device, subscribe now.