ରାଶିଫଳ (ସୋମବାର ,୨୨ ଫେବୃୟାରୀ ୨୦୨୧)

COVID-19 Updates
  • World 144,250,948
    World
    Confirmed: 144,250,948
    Active: 18,473,834
    Recovered: 122,711,128
    Death: 3,065,986
  • USA 32,568,180
    USA
    Confirmed: 32,568,180
    Active: 6,856,872
    Recovered: 25,128,415
    Death: 582,893
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ମେଷ : ଆଜି କିଛି ଦୁର୍ବଳ ଅନୁଭବ କରିବେ, ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ, ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

ବୃଷ : ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବେ, ଆଶାତୀତ ମାନସମ୍ମାନ, ଟଙ୍କାପଇସା, ପରିବାର ସାହିପଡିଶା ସହିତ ସୁସମ୍ପର୍କ ବୃଦ୍ଧି ହେବ, ସକାଳୁ ସ୍ନାନସାରି ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ । ଶୁଭରେ ଶୁଭରେ ଦିନ କଟିବ ।

ମିଥୁନ : ଟଙ୍କପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ, ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ ।

କର୍କଟ : କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ ।

ସିଂହ : କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, ଆର୍ଥିକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ, ସୁଖଶାନ୍ତିଭରା ପରିବେଶରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ?

କନ୍ୟା : କର୍ମ ଏବଂ ଅର୍ଥଚିନ୍ତା ଦୂର ହେବ, ବ୍ୟବସାୟ, କଳକାରଖାନା କର୍ମଜୀବୀ, ଓøଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ, ଅଚାନକ ଖୁସି ଖବର ମିଳିବ, ଧାର୍ମିକ ଭାବନା ବୃଦ୍ଧି ହେବ, ବ୍ୟ।ଙ୍କ, ବୀମା, ଋଣ ବିଭାଗ କର୍ମ ଯୋଜନାରେ ସଫଳ ହେବେ ।

ତୁଳା : କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, କୌଣସି ପାରିବାରିକ ପରିବେଶରେ ମତାନ୍ତର ରହିବ , ଅଯଥା କଥାରେ ମୁଣ୍ଡ ପୂରାଇ ହଇରାଣ ହେବେ ।

ବିଛା : ଆଜି ମନର ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ମାତ୍ର ଚାକିରିରେ ପ୍ରଶଂସିତ ହେବେ, ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ, ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ, ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ : ଆଜି ନିଜର ସଂପର୍କୀୟ ଏବଂ ପରିବାର ସହିତ ସମୟ କାଟନ୍ତୁ, ଆଜି କିଛି ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ, କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ, ବନ୍ଧୁ ପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ ।

ମକର : ଅଶୁଭ ଗ୍ରହ ପ୍ରଭାବ ରହିବା ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଚ୍ଛିତ ଅର୍ଥ ବ୍ୟୟ ବଢିବ । ଫଳରେ ମନ ଅଶାନ୍ତ ରହି ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ, ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟହାନି ଚିନ୍ତାର କାରଣ ହେବ, କୌଣସି କାମରେ ମନ ଲାଗିବ ନାହିଁ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ, ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.

Comments are closed.