-
World 144,256,488
WorldConfirmed: 144,256,488Active: 18,473,352Recovered: 122,717,092Death: 3,066,044 -
USA 32,576,020
USAConfirmed: 32,576,020Active: 6,847,185Recovered: 25,145,860Death: 582,975 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ମେଷ: ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନେର ସଫଳତାର ସ୍ୱାଦ ଉପେଭାଗ କରେିବ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖେର କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।
ବୃଷ: ଆଜି ଆପଣ ନିଜକୁ ପ୍ରସ୍ତୁତ କରିବାର ଦିନ । ନିଜର ବିଲଗୁଡିକୁ ଅଲଗା କରନ୍ତୁ । ଆଲମୀରାଗୁଡ଼ିକୁ ସଫା କରନ୍ତୁ ଏବଂ ନିଜ ପାଇଁ ଗୋଟିଏ ବେନଟ୍ ନିର୍ଦ୍ଧାରଣ କରନ୍ତୁ ।
ମିଥୁନ: ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ ଓ ପରିବାରବଗଙ୍ର୍କ ସହ ମିଶି କିଛି ଭଲ କାର୍ଯ୍ୟ କରନ୍ତୁ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟକୁ ଗୋଟିଏ ପାଖରୁ ରଖି କେବଳ ମେନାରଞ୍ଜନ କରନ୍ତୁ କାରଣ ଜୀବନେର ଏହା ମଧ୍ୟ ଜରୁରୀ ।
କକର୍ଟ: ସଂଦ୍ଧ୍ୟୋର ଆପଣଙ୍କର କୌଣସି ମାନସିକ ସମୋରାହକୁ ଯିବାର ସେଙ୍କତ ଅଛି । ଆପଣ କାହାରି ଭୋଜେିର ମଧ୍ୟ ଯାଇ ପାରନ୍ତି କିମ୍ବା ବନ୍ଧୁଙ୍କ ଘେର ହେଉଥିବା ସମୋରାହେର ଭାଗେନଇ ପାରନ୍ତି । ଯାହା ବି ହେଉନା କାହିଁକି ଆଜି ଦିନ ଖୁବ୍ ଭଲ ।
ସିଂହ: ଆଜି ପୂରା ଦିନ ଆପଣ ଖୁସି ମଜ୍ଜୋର ମଜ୍ଜି ରହେିବ । ଆଜି ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ କିଛି ସମୟ କାଟନ୍ତୁ । ଏଥେôଯାଗୁଁ ଆପଣ ନେିଜ ଖୁସି ହେବା ସହିତ ନିଜ ପରିବାରବଗଙ୍ର୍କୁ ମଧ୍ୟ ଖୁସି ମିଳିବ ।
କନ୍ୟା: ଆଜି ଆପଣଙ୍କର ପ୍ରସିଦ୍ଧେିର ଯାହା ଜାରିରହିବ, ଆଗାମୀ ଦିନେର ଆପଣଙ୍କୁ ମଉଜ ମସ୍ତି କରିବାର ସେୁଯାଗ ମିଳିବ । ସବୁ କିଛି ଆପଣଙ୍କର ଆପ୍ରାଣ ଉଦ୍ୟମର ଫଳ ।
ତୁଳା: ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୂର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରେିବ ଓ ତାହା ସହିତ ଆପଣଙ୍କ କାମେର ମଧ୍ୟ ମିଳିତ ସଫଳତାର ମଜ୍ଜା େନେବ ।
ବିଛା: ଆଜି ଆପଣ ସାମାଜିକ ଗତି ବିଧି ଗୁଡ଼ିକ ପ୍ରତି ଆକର୍ଷିତ ରହେିବ,ସିଏ ବନ୍ଧୁମାନଙ୍କ ଯେଥଷ୍ଟ ପିଇବା ପାଇଁ କେଉଁଠି ବାହାରକୁ ଯିବା ହେବ ବା ରାତ୍ରେିଭାଜନ ଖାଇବାର ହେବ । ଏହା ଆପଣଙ୍କ ମଜ୍ଜା କରିବାର ସମୟ େଅଟ ।
ଧନୁ : ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମୋନ ଖରାପ ପରିସ୍ଥିତିର ସାମ୍ନା କରୁଛନ୍ତି, ସେମୋନ ନିଜର ରଣନୀତେିର ପରିବତ୍ତର୍ନ ଆଣିବା ଉଚିତ୍ । ଏହା ଦ୍ୱାରା ଆପଣ ସହଜେର ଲକ୍ଷ ପ୍ରାପ୍ତି କରିପାରେିବ ।
ମକର: ଆଜି ଆପଣ ଆରାମ କରନ୍ତୁ । ନିଜ ଚତୁଃପାଶ୍ୱର୍ର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତେର ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି ।
କୁମ୍ଭ:ଆପଣ ଏ ପରିସ୍ଥିତେିର ଅଛନ୍ତି ଯେ ଆପଣଙ୍କୁ େଅନକ ଅଧିକାର ଓ କ୍ଷମତା ମିଳିବ । ଏଥେôର ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ମୀନ: ଆଜି ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରେିବ ଏବଂ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯିବା ପାଇଁ ଚାହେିଁବ । ଭଲଭୋବ ପ୍ରସ୍ତୁତ ହୋଇ ନିଜ ବନ୍ଧୁମାନଙ୍କ ସହ ବାହାରକୁ ଯାଆନ୍ତୁ ଏବଂ ଖୁବ୍ ମଜ୍ଜା କରନ୍ତୁ ।
Comments are closed.