-
World 144,264,807
WorldConfirmed: 144,264,807Active: 18,467,456Recovered: 122,731,138Death: 3,066,213 -
USA 32,583,792
USAConfirmed: 32,583,792Active: 6,849,612Recovered: 25,151,152Death: 583,028 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ମେଷ : ଆଜି ଦୁର୍ବଳ ଅନୁଭବ କରିବେ, ଆତ୍ମବଳ ଅଧିକ ରହିବ, ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନୀତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହେବ ।
ବୃଷ : ଭାଗ୍ୟ ଆଜି ଆପଣଙ୍କ ସପକ୍ଷରେ,ମାନ ସମ୍ମାନ, ଟଙ୍କାପଇସା, ପରିବାର, ସହ ସୁସମ୍ପର୍କ ବୃଦ୍ଧି ହେବ, ଆଶା ପୂରଣ ହେବ, ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ,ଶୁଭରେ ଦିନ କଟିବ, ଚର୍ମରୋଗ, ଆଣ୍ଠୁଗଣ୍ଠି ବାତ, ବାଦବିବାଦରେ ସମୟ କଟିବ ।
ମିଥୁନ : ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମପ୍ରାପ୍ତିର ସୂଚନା ମିଳିବ, ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ, ଆଜି ମନମୁତାବକ ଫଳ ପାଇବେ ।
କର୍କଟ : କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ, ପାଠପଢାରେ ଉନ୍ନତି ହେବ, ରାଜନୈତିକ ବ୍ୟକ୍ତି ଯୋଜନାରେ ସଫଳ ହେବେ ।
ସିଂହ : କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, କୌଣସି ପ୍ରକାର ଆର୍ôଥକଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ, ସୁଖଶାନ୍ତିରେ ଦିନ କଟିବ, କୌଣସି ପ୍ରକାର ଲାଭ ହେବ ।
କନ୍ୟା : କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ, ବ୍ୟବସାୟ, କଳକାରଖାନା, କର୍ମଜୀବୀ, ଓøଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ, ଭାଗ୍ୟଦେବୀ ସହାୟ ହେବେ, ଖୁସିଖବର ମିଳିବ, ଧାର୍ମିକ ଭାବନା ବୃଦ୍ଧି ହେବ, ବ୍ୟାଙ୍କ, ବୀମା, ଋଣ ବିଭାଗ କର୍ମୀ ସଫଳ ହେବେ ।
ତୁଳା : ବନ୍ଧୁ ସହଯୋଗ କରିବେ ଏବଂ ଯୋଜନା ମୁତାବକ କୌଣସି ଯୋଜନାରେ ସଫଳ ହେବେ, ଭାଗ୍ୟ ସାଥ୍ ଦେବ, ପାରିବାରିକ ପରିବେଶରେ ମତାନ୍ତର ରହିବ, ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।
ବିଛା : ମନର ଆଶା ପୁରଣ ହେବ, ଚାକିରି ରେ ପ୍ରଶଂସିତ ହେବେ, ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ, ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ, ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।
ଧନୁ : ଆଜି ନିଜର ସମ୍ପର୍କୀୟ ଏବଂ ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ, କିଛି ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ ।
ମକର : ଅଶୁଭ ଗ୍ରହ ପ୍ରଭାବ ଫଳରେ କୌଣସି ପ୍ରକାର ଧୋକା ମିଳିବ, ଗଚ୍ଛିତ ଅର୍ଥ ବ୍ୟୟ ବଢିବା ଫଳରେ ମନ ଅଶାନ୍ତ ରହିବ, ସଠିକ୍ ନିଷ୍ପତ୍ତି ନେଇ ନପାରି ମନ ଦୁଃଖ ହେବ, ଜୀବନସାଥିର ଅସହଯୋଗ, ସ୍ୱାସ୍ଥ୍ୟହାନି ଚିନ୍ତାର କାରଣ ହେବ ।
କୁମ୍ଭ : ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ।
ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ, ପାରିବାରିକ ଏବଂ ବ୍ୟାବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।
Comments are closed.