fbpx
BSKY SKY
BSKY SKY

ବାହାଘରର ରୀତି ଚାଲିଥିବା ବେଳେ ବରକୁ ନେଇ ଘୋଡ଼ା ଛୁ’, ଦେଖନ୍ତୁ Viral Video

BSKY

ନୂଆଦିଲ୍ଲୀ: ସୋସିଆଲ ଭିଡିଆରେ ବେଳେ ବେଳେ ଏପରି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି । ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଭିଡିସର ମଜା ବି ନେଉଛନ୍ତି । ଏପରି ଏକ ମଜାଳିଆ ଭିଡିଓ ସାମ୍ନାକୁ ଆସିଛି, ଯାହାକି ମାତ୍ର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ‘ବାହାଘର ପାଇଁ ରୀତିନୀତି ଚାଲିଛି । କିନ୍ତୁ ଏହି ସମୟରେ ଘୋଡାଟି ବରକୁ ବସାଇ ଘଟଣାସ୍ଥଳରୁ ଫେରାର୍ ହୋଇଛି । ପରିବାର ଲୋକେ କିଛି ବୁଝିବା ଆଗରୁ ଘୋଡାଟି ତାଙ୍କ ଆଖି ଆଗରୁ ବହୁ ଦୂରକୁ ଚାଲିଯାଇଛି ।’

ତେବେ ଏହି ଭିଡିଓ କେଉଁଠିକାର ଓ କେଉଁ ସମୟର ବୋଲି ଜଣାପଡିନାହିଁ । କିନ୍ତୁ ଏହା ଦେଶର ଏକ ଛୋଟ ସହରର ବୋଲି ଲାଗୁଛି । ଏହାକୁ ଇନଷ୍ଟାଗ୍ରାମରେ ସେୟାର କରାଯାଉଛି । ଏହା ପରେ ଭିଡିଓଟି ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଦେଖିବା ଏହି ଭାଇରାଲ ଭିଡିଓ…

 

View this post on Instagram

 

A post shared by memes | news | comedy (@ghantaa)

 

Get real time updates directly on you device, subscribe now.