fbpx

ହୋସଲା ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାତୀୟ ହୋସଲା ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା କରାଯାଇଛି । ସେମାନଙ୍କୁ କଳିଙ୍ଗ ଷ୍ଟାଡ଼ିଅମରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଶୁ ଯତ୍ନ ଗୃହରେ ରହୁଥିବା ପିଲାଙ୍କ ଜାତୀୟ ପ୍ରତିଯୋଗିତା ହେଉଛି ହୋସଲା । ସେହି ପ୍ରତିଯୋଗିତାରେ ୧୪ଟି ସ୍ୱର୍ଣ୍ଣ ସମେତ ୩୦ଟି ପଦକ ପାଇ ଚାମ୍ପିଅନ ହୋଇଥିଲା ଓଡ଼ିଶା । ୫ପଦକ ବିଜେତା ପିଲାଙ୍କୁ ୫.୨୫ଲକ୍ଷ ଟଙ୍କାର ଚେକ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.