fbpx

ସର୍ବସାଧାରଣଙ୍କ ପାଇଁ ୫ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାନୁଆରିରେ ୫ଦିନ ସର୍ବସାଧାରଣଙ୍କ ପାଇଁ ଲୋକସେବା ଭବନ ଉଦ୍ୟାନ ଖୋଲିବ । ଅପରାହ୍ନ ୩ଟାରୁ ୫ଟା ୩୦ଯାଏଁ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ । ଜାନୁଆରି ୧୧,୧୨,୧୯,୨୫ ଓ ୨୬ରେ ଉଦ୍ୟାନ ଖୋଲିବ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ୧ନମ୍ବର ଗେଟରେ ପ୍ରବେଶ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.