fbpx

କେଉଁ ଦେଶରେ କେତେ କରୋନା ସଂକ୍ରମିତ ? ଜାଣନ୍ତୁ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସମଗ୍ର ବିଶ୍ୱରେ ୧୩୨,୫୬୭ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୧୨୩ ଦେଶରେ କାୟା ମେଲାଇଛି କରୋନା ଭାଇରସ୍ । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସଂକ୍ରମିତ ଅଛନ୍ତି..

ଚୀନ୍-୮୦,୯୮୧ ଲୋକ କରୋନା ପଜିଟିଭ୍

ଇଟାଲୀ- ୧୫,୧୧୩ ଲୋକ କରୋନା ପଜିଟିଭ୍

ଇରାନ-୧୦,୦୭୫ ଲୋକ କରୋନା ପଜିଟିଭ୍

ଦକ୍ଷିଣ କୋରିଆ- ୭,୯୭୯ ଲୋକ କରୋନା ପଜିଟିଭ୍

ସ୍ପେନ-୨୯୬୫ ଲୋକ କରୋନା ପଜିଟିଭ୍

ଫ୍ରାନ୍ସ- ୨୮୬୦ ଲୋକ କରୋନା ପଜିଟିଭ୍

ଜର୍ମାନୀ-୨୩୬୯ ଲୋକ କରୋନା ପଜିଟିଭ୍

ଆମେରିକା- ୧୨୬୪ ଲୋକ କରୋନା ପଜିଟିଭ୍

ଜାପାନ- ୬୭୫ ଲୋକ କରୋନା ପଜିଟିଭ୍

ଇଂଲଣ୍ଡ -୫୯୪ ଲୋକ କରୋନା ପଜିଟିଭ୍

ଭାରତ- ୮୧ ଲୋକ କରୋନା ପଜିଟିଭ୍ ।

Get real time updates directly on you device, subscribe now.