୨୦୨୧-୨୨ ବଜେଟରେ କୃଷି ପାଇଁ କେତେ କୋଟି ?
ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି ।
-
World 114,379,919
WorldConfirmed: 114,379,919Active: 21,911,249Recovered: 89,931,084Death: 2,537,586 -
USA 29,202,824
USAConfirmed: 29,202,824Active: 9,045,632Recovered: 19,632,523Death: 524,669 -
India 11,096,731
IndiaConfirmed: 11,096,731Active: 164,475Recovered: 10,775,169Death: 157,087 -
Brazil 10,517,232
BrazilConfirmed: 10,517,232Active: 876,529Recovered: 9,386,440Death: 254,263 -
Russia 4,234,720
RussiaConfirmed: 4,234,720Active: 349,571Recovered: 3,799,406Death: 85,743 -
UK 4,170,519
UKConfirmed: 4,170,519Active: 1,201,606Recovered: 2,846,208Death: 122,705 -
Italy 2,907,825
ItalyConfirmed: 2,907,825Active: 411,966Recovered: 2,398,352Death: 97,507 -
Turkey 2,693,164
TurkeyConfirmed: 2,693,164Active: 98,938Recovered: 2,565,723Death: 28,503 -
Germany 2,444,177
GermanyConfirmed: 2,444,177Active: 130,388Recovered: 2,243,200Death: 70,589 -
Pakistan 579,973
PakistanConfirmed: 579,973Active: 21,836Recovered: 545,277Death: 12,860 -
China 89,893
ChinaConfirmed: 89,893Active: 218Recovered: 85,039Death: 4,636
ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଛି । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ- ୧ ଶହ ୬୦ କୋଟି ଟଙ୍କା
କାଳିଆ ଯୋଜନା ଅଧିନରେ ୫୦ ହଜାର ଯାଏଁ ଶୂନ ସୁଧରେ ଋଣ
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ- ୪୫୪ କୋଟି ଟଙ୍କା
ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ -୮୬୦ କୋଟି ଟଙ୍କା
ଜଳନିଧି ଯୋଜନା ପାଇଁ- ୧୮୦ କୋଟି ଟଙ୍କା
ଗଭୀର କୂପ ଖନନ କାର୍ଯ୍ୟକ୍ରମ ପାଇଁ ୩୮୯ କୋଟି ଟଙ୍କା
ଉଦ୍ୟାନ ବିକାଶ କାର୍ଯ୍ୟକ୍ରମ ପାଇଁ -୧୩୨ କୋଟି ଟଙ୍କା
ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ -୧୨୦ କୋଟି ଟଙ୍କା
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ-୪୫୦ କୋଟି ଟଙ୍କା
କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବିକାଶ ପାଇଁ – ୬୦ କୋଟି ଟଙ୍କା
ମତ୍ସ ଚାଷ ପାଇଁ ନୀଳ ବିପ୍ଲବରେ- ୧୬୧ କୋଟି ଟଙ୍କା
ରାଷ୍ଟ୍ରୀୟ ପାୁଧନ ବିକାଶ ଯୋଜନା ପାଇଁ- ୧୦୨ କୋଟି ଟଙ୍କା
ଉନ୍ନତମାନ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ -୩୪ କୋଟି ଟଙ୍କା
ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ – ୨୧ କୋଟି ଟଙ୍କା
ପଶୁଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ପାଇଁ-୧୦୦ କୋଟି ଟଙ୍କା
ମତ୍ସ୍ୟ ଉତ୍ପାଦକତା ବୃଦ୍ଧି ପାଇଁ -୧୩୭ କୋଟି ଟଙ୍କା
ମଧୁର ଜଳ ସଘନ ମାଛ ଚାଷ ପାଇଁ – ୭୦ କୋଟି ଟଙ୍କା
ମତ୍ସଚାଷୀଙ୍କ ଦକ୍ଷତା ବିକାଶ ପାଇଶ – ୫ କୋଟି ଟଙ୍କା
ସହରାଞ୍ଚଳରେ ଆଧୁନିକ ସ୍ୱାସ୍ଥ୍ୟକର ମତ୍ସବଜାର ନିର୍ମାଣ ପାଇଁ- ୧୦୦ କୋଟି ଟଙ୍କା
ସମୁଦ୍ରରେ ମାଛଧରା ନିଷିଦ୍ଧ ବେଳେ ବିକଳ୍ପ ଜୀବିକା ପାଇଁ-୯ କୋଟି ଟଙ୍କା
ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞା ବିଶ୍ୱବିଦ୍ୟାଳୟ । ଏଥିପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।