ମହେନ୍ଦ୍ର ସିଂ ଧୋନିଙ୍କୁ ବିସିସିଆଇ କେତେ ଟଙ୍କା ଦିଏ ପେନସନ, ଜାଣନ୍ତୁ

ଧୋନିଙ୍କୁ କେତେ ଟଙ୍କା ମିଳେ ପେନସନ, ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି ଧୋନୀଙ୍କୁ ବିସିସିଆଇ କେତେ ଟଙ୍କା ଦିଏ ପେନସନ। ଆସନ୍ତୁ ଜାଣିବା ସେ କେଉଁଥିରୁ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି। ବିସିସିଆଇ ଆମ ପୂର୍ବତନ ଖେଳାଳିମାନଙ୍କୁ ପ୍ରତି ମାସରେ ପେନସନ ପ୍ରଦାନ କରିଥାଏ।

ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରତି ମାସରେ ବିସିସିଆଇ ପକ୍ଷରୁ ମାସିକ ୭୦ ହଜାର ଟଙ୍କା ପେନସନ ମିଳିଥାଏ। ଏହି ରାଶି ତାଙ୍କ ଅନ୍ତର୍ଜାତୀୟ କୟାରିୟର ଆଧାରକୁ ନେଇ ଧାର୍ଯ୍ୟ କରାଯାଇଥାଏ।

ସବୁଠୁ ଧନୀ ଆଇପିଏଲ ଖେଳାଳି: ଧୋନି ଚେନ୍ନାଇ ସୁପର କିଙ୍ଗସରେ ସବୁଠୁ ଧନୀ ଖେଳାଳିଙ୍‌କ ମଧ୍ୟରୁ ଅନ୍ୟତମ। ୨୦୨୪ରେ ତାଙ୍କ ଦରମା ୧୨ କୋଟି ଥିଲା। ସେ ଏପର୍ଯ୍ୟନ୍ତ ୧୮୦ କୋଟିରୁ ଅଧିକ ଆଇପିଏଲରେ ରୋଜଗାର କରିସାରିଲେଣି।

ଧୋନି ଗଲଗୋଟିୟାସ ୟୁନିଭର୍ସିଟି, ମାଷ୍ଟରକାର୍ଡ, ରେଡବସ, ଓରିଏଣ୍ଟ ଫ୍ୟାନ, ଡ୍ରିମ ୧୧ ଭଳି ବ୍ରାଣ୍ଡସର ଚେହେରା ଅଟନ୍ତି। ସେ ପ୬ତିବର୍ଷ ବ୍ରାଣ୍ଡ ପ୍ରମୋଶନରୁ ୫୦ -୭୦ କୋଟି ଟଙ୍କା ରୋଜଗାର କରିଥାଆନ୍ତି।

ମହେନ୍ଦ୍ର ସିଂ ଧୋନୀଙ୍କ ସମୁଦାୟ ସଂପତ୍ତି ୧୨୦୦ କୋଟିରୁ ପାଖାପାଖି। କ୍ରିକେଟ, ବ୍ରାଣ୍ଡ ଏଣ୍ଡ୍ରୋର୍ସମେଣ୍ଟ, ବିଜନେସ ଏବଂ ଆଇପିଏଲରୁ ତାଙ୍କର ମାସିକ ରୋଜଗାର ୧୫୦ କୋଟି।