fbpx

ଥଣ୍ଡା ସର୍ଦ୍ଦିରୁ ବଞ୍ଚିବାର କିଛି ଫର୍ମୁଲା

କରୋନା ଆତଙ୍କ ସମୟରେ ସାମାନ୍ୟ ଥଣ୍ଡା ଜର ବି ମୁଣ୍ଡବ୍ୟଥା ବଢ଼ାଉଛି । ଜାଣନ୍ତୁ ଥଣ୍ଡା ଜ୍ଵରରୁ ବଞ୍ଚିବେ କିପରି ?

.ଫ୍ରିଜରେ ରଖାଯାଇଥବା ଖାଦ୍ୟକୁ ସିଧା ସଳଖ ଖାଆନ୍ତୁ ନାହିଁ । ଫ୍ରିଜ ରୁ ବାହାର କରିବା ପରେ ଏହାକୁ ପ୍ରଥମେ ୧୦ ମିନିଟ୍ ବାହାରେ ରଖନ୍ତୁ । ପରେ ଏହାକୁ ଗରମ କରି ଖାଆନ୍ତୁ ।
. ଫ୍ରିଜ୍ ରେ ରଖାଯାଇଥିବା ଫଳ ଆଦୈା ଖାଆନ୍ତୁ ନାହିଁ ।
.ପ୍ରତ୍ୟେକ ବ୍ୟଂଜନରେ ସ୍ୱାଦ ଅନୁସାରେ ଶୁଦ୍ଧ ହଳଦୀ ବ୍ୟବହାର କରନ୍ତୁ । ହଳଦୀ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
.ଫଳ ରସ ପିଉଛନ୍ତି କି ? ଜୁସ ପ୍ରସ୍ତୁତ ହେବାର ୧୦ ମିନିଟ୍ ମଧ୍ୟରେ ଏହାକୁ ପିଅନ୍ତୁ ।
.ଦୈନନ୍ଦିନ ଖାଦ୍ୟରେ ଧନିଆ ଓ ପୁଦିନା ଚଟଣୀ ସାମିଲ କରନ୍ତୁ , ଏହା ପାଚନ କ୍ଷମତ୍ତା ବୃଦ୍ଧିରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.