fbpx

ଛୋଟପିଲା କରୋନାରେ ସଂକ୍ରମିତ ହେଲେ କିପରି ଚିକିତ୍ସା କରାଯିବ ସୂଚନା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଛୋଟ ପିଲା ସଂକ୍ରମିତ ହେଲେ କିପରି ତାର ଚିକିତ୍ସା କରାଯିବ ଓ ଦେଖାରଖା କରାଯିବ ସେନେଇ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତର ରକ୍ଷା କରିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ତେଣୁ ପିଲାଟି ଯେପରି ମାସ୍କ ପିନ୍ଧିବ ତାକୁ ଶିଖେଇବାକୁ ପଡ଼ିବ । ପିଲାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଜର ଉପରେ ନଜର ରଖିବାକୁ ପଡ଼ିବ । ପିଲାଟି ଦେହରେ କେତେ ତାପମାତ୍ରା ଅଛି ତାହା ମଧ୍ୟ ଚେକ୍ କରିବାକୁ ପଡ଼ିବ । ପିଲା ପାଖରେ ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲ ନେବା ଜରୁରୀ ବୋଲି କୁହାଯାଇଛି ।

Get real time updates directly on you device, subscribe now.