fbpx

କରୋନା ନେଇ ଟି-୨୦ କ୍ରିକେଟ ବିଶ୍ୱକପ ସ୍ଥଗିତ

ନୂଆଦିଲ୍ଲୀ, ୨୦ା୭: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆୟୋଜନ ହେବ ନାହିଁ ଟି-୨୦ ବିଶ୍ୱକପ । ଟି-୨୦ କ୍ରିକେଟ ବିଶ୍ୱକପ ସ୍ଥଗିତ ରଖାଯାଇଛି । ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି । ଚଳିତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାର ଥିଲା ।

Get real time updates directly on you device, subscribe now.