fbpx
BJD SKY
BJD SKY

ଭୁଶୁଡ଼ିଲା ଇଟାଭାଟି, ୨ ଶ୍ରମିକ ମୃତ

BJD

ଦିଗପହଣ୍ଡି: ନୂଆଗଡ଼ର ଏକ ଇଟାଭାଟିରେ ଅଘଟଣ । ଇଟାଭାଟି ଭୁଶୁଡ଼ିବା ଯୋଗୁଁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫଳରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ଏବଂ ଅନ୍ୟ ଜଣଙ୍କର ମେଡ଼ିକାଲରେ ମୃତ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୩ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପଛର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.