fbpx
BJD SKY
BJD SKY

ଆଇସିସି ଟି-୨୦ ୱାର୍ଲ୍ଡ କପ୍ ଫାଇନାଲ: ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଆଇସିସି ଟି-୨୦ ୱାର୍ଲ୍ଡ କପ୍ ର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଉଛି । ତେବେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ସେପଟେ ନ୍ୟୁଜିଲାଣ୍ଡ ଦଳରେ ଏକ ପରିବର୍ତ୍ତନ କରି ପଡ଼ିଆକୁ ଓହ୍ଲାଇଛି । ଦଳ ଡେଭନ କନୱେଙ୍କ ସ୍ଥାନରେ ଟିମ୍ ସିଫଟଙ୍କୁ ସାମିଲ କରାଯାଇଛି । ଅଷ୍ଟ୍ରେଲିଆ ସେମିଫାଇନାଲରେ ପାକିସ୍ତାନକୁ ହରାଇ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.