fbpx

କଟକ ନୟାସଡକ ଆଇଆଇଏଫଏଲ ଲୁଟ ମାମଲା: ସୁରକ୍ଷାକର୍ମୀ ହରମୋହନ ଦାସ ଗିରଫ

କଟକ,୨୯/୧୧(ଓଡିଶା ଭାସ୍କର)   : କଟକ ନୟାସଡକ ଆଇଆଇଏଫଏଲ ଲୁଟ ମାମଲା ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି ।ସୁରକ୍ଷାକର୍ମୀ ହରମୋହନ ଦାସ ଗିରଫ ଲୂଟ ପୂର୍ବରୁ ମାଷ୍ଟରମାଇଣ୍ଡ ଲାଲା କୁ ଭେଟିଥିଲେ ହରମୋହନ । ଏ ନେଇ ସୂଚନା ଦେଲେ ଡିସିପି ପ୍ରତୀକ ସିଂହ । ଏହାକୁ ନେଇ ମୋଟ ଗିରଫଦାରୀ ୧୧ କୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.