fbpx
BJD
BJD SKY
BJD SKY

BIG BREAKING…ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟ; ସ୍ୱାମୀକୁ ମାରି ଘରେ ପୋତି ଦେଲା ସ୍ତ୍ରୀ!

BJD

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ଗାଁରେ ଚାଞ୍ଚଲ୍ୟକର ଗଟଣା । ଆସିଲା ସାଙ୍ଘାତିକ ଅଭିଯୋଗ । ସ୍ୱାମୀକୁ ମାରି ସ୍ତ୍ରୀ ପୋତି ଦେଇଥିବା ଅଭିଯୋଗ । ପହଞ୍ଚିଲେ ମାଜିଷ୍ଟ୍ରେଟ୍‌ । ଘର ଭିତରେ ଶବ ପୋତିଥିବା ସନ୍ଦେହ । ସନ୍ଦେହରେ ମାଟି ଖୋଳା ଆରମ୍ଭ । ପାଖାପାଖି ୨୦ ଦିନ ହେଲା ନିଖୋଜ ଥିଲା ସ୍ୱାମୀ । କିଛି ଖବର ନ ମିଳିବାରୁ ସନ୍ଦେହ ବଢ଼ିଥିଲା । ଏନେଇ ବୋହୂ ଉପରେ ସନ୍ଦେହ କରି ଶ୍ୱଶୁର କରିଥିଲେ ଏତଲା । ଏତଲାକୁ ଆଧାରକରି ଛାନଭିନ୍‌ ଆରମ୍ଭ କରିଛି ଓଡ଼ଗାଁ ଥାନା ପୋଲିସ ।

Get real time updates directly on you device, subscribe now.