fbpx

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଗଜପତି ମହାରାଜାଙ୍କ ସୂଚନା

ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ଗଜପତି ମହାରାଜା ଏହି ସୂଚନା ଦେଇଥିବା ଜଣପାଡିଛି । ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିିଂ କାର୍ଯ୍ୟ ବି ଅନୁଧ୍ୟାନ କରିଛନ୍ତି ।

ତେବେ ପରିକ୍ରମା ପ୍ରକଳ୍ପର ସମୀକ୍ଷା ପରେ ଗଜପତି କହିଛନ୍ତି ଯେ, ‘୫ଦିନ ଧରି ହେବ ଭବ୍ୟ ଆୟୋଜନ, ପୂଜାର୍ଚ୍ଚନା । ଡିସେମ୍ବର ସୁଦ୍ଧା ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ, ତୀର୍ଥଯାତ୍ରୀ କେନ୍ଦ୍ରର କାମ ସରିବ । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ବଡ଼ଦାଣ୍ଡର ସମ୍ପ୍ରସାରଣ ହେବ ।’

Get real time updates directly on you device, subscribe now.