fbpx

ବଢିଲା ମହଙ୍ଗା ଭତ୍ତା: ଉପକୃତ ହେବେ ୪ଲକ୍ଷ କର୍ମଚାରୀ ୩.୫ ଲକ୍ଷ ପେନସନ୍ ଭୋଗୀ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର । ରାଜ୍ୟ ସରକାର ବଢାଇଲେ ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଲେ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧% ରୁ ୩୪% କୁ ବୃଦ୍ଧି କରାଗଲା । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ । ସେହିପରି ଏ ମାସ ଦରମାରେ ବର୍ଦ୍ଧିତ ପାଇବେ କର୍ମଚାରୀ ଓ ପେସନ ଭୋଗୀ । ତେବେ ଏହି ବର୍ଦ୍ଧିତ ଭତ୍ତାରେ ୪ ଲକ୍ଷ କର୍ମଚାରୀ , ୩.୫ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ ।

Get real time updates directly on you device, subscribe now.