fbpx

IND vs AUS T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତି, ଦଳକୁ ଫେରିଲେ ବୁମ୍ରା

ନାଗପୁର: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନାଗପୁରରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ବିଳମ୍ବରେ ଆରମ୍ଭ ହେଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ୮ ଓଭର ବିଶିଷ୍ଟ ହେବ। ୨ ଓଭର ପୱାର୍ ପ୍ଲେ ରହିବ। ଜଣିଏ ବୋଲର ଦୁଇ ଓଭରରୁ ଅଧିକ ବୋଲିଂ କରିପାରିବେ ନାହିଁ।

Get real time updates directly on you device, subscribe now.