fbpx
BJD SKY
BJD SKY

IND Vs NZ WTC Final: ପୁଣି ବର୍ଷା ସାଜିଲା ବାଧକ

BJD

ଭାରତ : ଲଣ୍ଡନରେ ଚାଲିଥିବା IND Vs NZ WTC ଫାଇନାଲ ୨୦୨୧ ରେ ଆଜି ଚତୁର୍ଥ ଦିନର ମ୍ୟାଚ ବାଧାପ୍ରାପ୍ତ ହୋଇଛି । ୨ ୱିକେଟରେ ୧୦୧ ରନ୍ କରିଛି ନ୍ୟୁଜିଲାଣ୍ଡ ଟିମ୍ । ପ୍ରଥମ ଇନିଂସ୍ ରେ ଭାରତ କରିଛି ୨୧୭ ରନ୍ ।

Get real time updates directly on you device, subscribe now.