fbpx

IND vs SL T20:ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: କଲମ୍ବୋ ଟି-୨୦; ଭାରତ-ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ । ଟସ୍ ଜିତି ଶ୍ରୀଲଙ୍କା ଦଳ ଫିଲ୍ଡିଂ କରିବାକୁ ନେଲା ନିଷ୍ପତ୍ତି । ପୃଥ୍ୱୀ ଶ’ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଥମ ଟି-୨୦ ପଦାର୍ପଣ ।

Get real time updates directly on you device, subscribe now.