fbpx

ପୁଣି ଭାରତ-ଚୀନ୍ ମୁହାଁମୁହିଁ

ନୂଆଦିଲ୍ଲୀ,୩୧ ।୮:ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ ସେନା ପୁଣି ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଅଗଷ୍ଟ ୨୯ ଓ ୩୦ ତାରିଖରେ ପେଙ୍ଗଙ୍ଗ ହ୍ରଦ ନିକଟରେ ମୁହାଁମୁହିଁ ହୋଇଥିଲେ । ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ ଚୀନ ସୈନିକ । ଫଳରେ ସେମାନଙ୍କ କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ଏନେଇ ଚୁସୁଲରେ ଉଭୟ ଦେଶର କମାଣ୍ଡର ସ୍ତରୀୟ ବୈଠକ ଜାରି ରହିଛି ।

Get real time updates directly on you device, subscribe now.