ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବନ୍ଦ କଲା ଭାରତ
ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଭାରତ ଲାଗୁକଲା କଟକଣା। ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ।
ନୂଆଦିଲ୍ଲୀ: ପାକିସ୍ତାନକୁ ଗୋଟେ ପରେ ଗୋଟେ ଝଟକା ଦେଉଛି ଭାରତ। ମାଷ୍ଟର ଷ୍ଟ୍ରୋକ କରୁଛି ଭାରତ। ଆଉ ଏବେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। କି ପାକିସ୍ତାନ ସହ ଭାରତ ସବୁ ସମ୍ୱନ୍ଧ କାଟିବାକୁ ଯାଉଛି।
ଏବେ ପାକିସ୍ତାନରୁ ଆମଦାନୀ, ରପ୍ତାନୀକୁ ବନ୍ଦ କରିଛି ଭାରତ। ପାକିସ୍ତାନରୁ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀ ବ୍ୟାନ କଲା ଭାରତ। ଆମଦାନୀ, ରପ୍ତାନୀ ବ୍ୟାନ୍ କଲେ ଭାରତ ସରକାର। ପାକିସ୍ତାନ ଉପରେ ଭାରତର ଆକ୍ସନ।
ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କଲେ ଭାରତ ସରକାର। ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଭାରତ ଲାଗୁକଲା କଟକଣା। ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ।