fbpx
BJD
BJD SKY
BJD SKY

ଭାରତ ରଦ୍ଦ କଲା ପ୍ରେଡିଏଟର୍‌ ଡ୍ରୋନ୍‌ ଚୁକ୍ତି, ୩ ଆରବ ଡଲାରର ଆମେରିକାଠୁ କିଣି ଥାଆନ୍ତା

ନୂଆଦିଲ୍ଲୀ : ଆମେରିକାଠୁ କିଣିବାକୁ ଥିବା ପ୍ରେଡିଏଟର ଆର୍ମ ଡ୍ରୋନ ଚୁକ୍ତିକୁ ରଦ୍ଦ କରିଛି ଭାରତ । ସୂଚନା ଅନୁଯାୟୀ, ଭାରତ ଆମେରିକାଠୁ କିଣିବାକୁ ଥିବା ୩ ଆରବ ଡଲାରର ଚୁକ୍ତିକୁ ରଦ୍ଦ କରିଦେଇଛି । ଭାରତ ଏବେ ନିଜର ସ୍ୱଦେଶୀ ଜ୍ଞନକୌଶଳ ଦ୍ୱାରା ଅସ୍ତ୍ରଶସ୍ତ୍ରକୁ ବିକଶିତ କରିବାକୁ ଚାହୁଁଛି । ଏଥି ପାଇଁ ଭାରତ ଏହାକୁ ରଦ୍ଦ କରିଦେଇଛି । ଭାରତ ପାଖରେ ପ୍ରେଡିଏଟର ଡ୍ରୋନ୍‌ ନିର୍ମାଣ କରିବାକୁ ଜ୍ଞାନକୌଶଳ ଏବଂ ବିଶେଷ କ୍ଷମତା ରହିଛି । ବର୍ତ୍ତମାନ ଭାରତ ଇଜ୍ରାଏଲରୁ ଆସିଥିବା ଡ୍ରୋନକୁ ନୂତନ ଶୈଳିରେ ଅପଗ୍ରେଡ୍‌ କରୁଛି । ଏଥିରେ ମିସାଇଲ ଖଞ୍ଜାଯିବାଠୁ ଆରମ୍ଭ କରି ଲେଜର ବୋମା ନିକ୍ଷେପ କଲା ଭଳି ଏହି ଡ୍ରୋନକୁ ଅପଗ୍ରେଡ୍‌ କରାଯାଉଛି ।

Get real time updates directly on you device, subscribe now.