• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ଭାରତର ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍

ଭାରତର ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍

ପହଲଗାମ୍ ହମଲା ପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତରେ ପାକ୍ ସରକାରଙ୍କ 'x' ଆକାଉଣ୍ଟ ବନ୍ଦ।

By Subhasmita Das On Apr 24, 2025 at 11:29 AM
Share

ନୂଆଦିଲ୍ଲୀ: ପାକିସ୍ତାନକୁ ବଡ଼ ଝଟକା। ପହଲଗାମ୍ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର। ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବ୍ୟନ୍ କରିବା ସହ ଭିଜାକୁ ମଧ୍ୟ ବନ୍ଦ କରିଥିଲେ।

ଏହାସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଆଉ ଆଜି ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଅର୍ଥାତ୍ ପାକିସ୍ତାନ ସୋସିଆଲ ମିଡିଆକୁ ଭାରତରେ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର।

ଆଜି ପରଠାରୁ ପାକିସ୍ତାନ ସୋସିଆଲ ମିଡିଆରେ ଭାରତରେ ଚାଲିବ ନାହିଁ। ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍। ପହଲଗାମ୍ ହମଲା ପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତରେ ପାକ୍ ସରକାରଙ୍କ ‘x’ ଆକାଉଣ୍ଟ ମଧ୍ୟ ବନ୍ଦ।

ଆହୁରି ପଢନ୍ତୁ

(video) ଜଳିଲାଣି ନିଆଁ, ଦେଶ ସାରା…

ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ…

IT ମନ୍ତ୍ରାଳୟ ନେଲା ପାକିସ୍ତାନ ବିରୋଧରେ ପଦକ୍ଷେପ। ଏନେଇ ‘x’ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ IT ମନ୍ତ୍ରାଳୟ। ଆଉ ଆଇଟି ମନ୍ତ୍ରାଳୟର ଅନୁରୋଧ ମଧ୍ୟ ରଖିଲା ‘x’ । ଭାରତରେ ପାକିସ୍ତାନର ସରକାରୀ ‘x’ ହ୍ୟାଣ୍ଡେଲ୍ ବ୍ଲକ୍।

 

Share

Prev Post

ପୁଣି ଜମ୍ମୁ-କଶ୍ମୀରରେ ଆଉ ଏକ ଆତଙ୍କୀ ହମଲା, ଜଣେ ଯବାନ ସହିଦ୍

Next Post

Breaking: ଆମେରିକୀୟ ନାଗରିକ ଆସିବେନି ଜମ୍ମୁ-କଶ୍ମୀର, ସତର୍କ କଲା ଟ୍ରମ୍ପ ପ୍ରଶାସନ

You might also like More from author
Asia Cup

(video) ଜଳିଲାଣି ନିଆଁ, ଦେଶ ସାରା ଭାରତ-ପାକିସ୍ତାନ ଏସିଆ ମ୍ୟାଚ୍ କୁ ବିରୋଧ

Breaking News

ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ ଚାଲୁଥିଲା ଡ୍ରଗ୍ସ ଫ୍ୟାକ୍ଟ୍ରି, ରାତିରେ ବେପାର ଆଉ ଦିନରେ…

ଅପରାଧ

ଦେହ ଥରି ଉଠିବ, ମୋମୋରେ ନିଶା ମିଶାଇ ଦୁଷ୍କର୍ମ, ସାଙ୍ଗମାନଙ୍କ ସହ ମିଶି ଗଣବଳାତ୍କାର କଲା ସୈତାନ…

Breaking News

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ; ବିମାନରେ ଥିଲେ ସାଂସଦ ଡିମ୍ପଲଙ୍କ ସମେତ 151 ଯାତ୍ରୀ,…

ଖବର

କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ ବନ୍ଦ ହେଲା ବୈଷ୍ଣୋ ଦେବୀଙ୍କ ଦର୍ଶନ

Breaking News

ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ, ICMR ଏହି 5ଟି କମ୍ପାନୀକୁ ଦେଲା…

Prev Next
Odisha Bhaskar

Recent Posts

(video) ଜଳିଲାଣି ନିଆଁ, ଦେଶ ସାରା…

ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ…

ଦେହ ଥରି ଉଠିବ, ମୋମୋରେ ନିଶା ମିଶାଇ…

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ;…

କାନ୍ଦି କାନ୍ଦି ଫେରିଲେ ଶ୍ରଦ୍ଧାଳୁ, ଅଧାରୁ…

ଦେଶ ରଚିଲା ଇତିହାସ; ତିଆରି ହେଲା ପ୍ରଥମ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

(video) ଜଳିଲାଣି ନିଆଁ, ଦେଶ ସାରା…

ଚାଞ୍ଚଲ୍ୟକର ଖୁଲାସା ! ସ୍କୁଲ ଉହାଡ଼ରେ…

ଦେହ ଥରି ଉଠିବ, ମୋମୋରେ ନିଶା ମିଶାଇ…

ଟେକ ଅଫ୍ କରିପାରିଲାନି ଇଣ୍ଡିଗୋ ବିମାନ;…

Prev Next 1 of 15,759
© 2025 - TK Digital All Rights Reserved.