fbpx

ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଫାଇନାଲରେ ଭାରତ

ସିଡନୀ,୫ ।୩: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ବାତିଲ ହୋଇଯାଇଛି । ଏହି ଆଧାରରେ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିପାରିଛି ଟିମ୍ ଇଣ୍ଡିଆ । ପଏଣ୍ଟ ଟେବୁଲ ଆଧାରରେ ଫାଇନାଲକୁ ଯାଇଛି ଭାରତ । ତେବେ ୪ଟି ଲିଗରେ ୪ଟି ମ୍ୟାଚରେ ଭାରତ ଜିତିଛି ।

Get real time updates directly on you device, subscribe now.