fbpx

ପ୍ରଣବଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଆଜି ମିଳିଛି ନୂଆ ଦାୟିତ୍ୱ । ବିଜେଡିର ସାଙ୍ଗଠନିକ ସମ୍ପାଦକ ହୋଇଛନ୍ତି ପ୍ରଣବ । ଦଳର ସମସ୍ତ ସାଙ୍ଗଠନିକ କାର୍ଯ୍ୟର ସେ ଦାୟିତ୍ୱ ନିର୍ବାହ କରିବେ । ଏନେଇ ଦଳୀୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ଅର୍ଥାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରଣବଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବି ଦଳ ପାଇଁ ଦାୟିତ୍ୱ ନେଇଥିଲେ ।

Get real time updates directly on you device, subscribe now.