ପାକିସ୍ତାନ ଛାତି ଉପରେ ଗର୍ଜନ କଲା ଭାରତ, ଡ୍ରୋନ ପକାଇ ଉଡ଼ାଇ ଦେଲା ପାକିସ୍ତାନ ରାଓ୍ୱଲପିଣ୍ଡି ଷ୍ଟାଡିୟମ
ଭାରତ ଡରରେ ଖେଳାଳିଙ୍କୁ ତୁରନ୍ତ ରାଓ୍ୱଲ ପିଣ୍ଡି ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ପିସିବି।
ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ଭାରତର ଆଟାକ୍। ପାକିସ୍ତାନ ଛାତି ଉପରେ ଗର୍ଜନ କଲା ଭାରତ। ରାଓ୍ୱଲପିଣ୍ଡି ଷ୍ଟାଡିୟମରେ ଭାରତୀୟ ଡ୍ରୋନର ଟାର୍ଗେଟ୍। ଧ୍ୱସ୍ତ ବିଧ୍ୱସ୍ତ ହେଲା ପାକିସ୍ତାନର ଲାହୋର ରାଓ୍ୱଲପିଣ୍ଡି ଷ୍ଟାଡିୟମ।
ଆଉ କିଛି ସମୟ ପରେ ଆରମ୍ଭ ହୋଇଥାନ୍ତା ମ୍ୟାଚ୍। ଆଉ କିଛି ସମୟରେ ପିଏସଏଲ ମ୍ୟାଚ ହୋଇଥାନ୍ତା। ହେଲେ ମ୍ୟାଚ୍ ପୂର୍ବରୁ ଡ୍ରୋନ ପକାଇ ଉଡ଼ାଇ ଦେଲା ଭାରତ। ପାକିସ୍ତାନର ରାଓ୍ୱଲପିଣ୍ଡି ଷ୍ଟାଡିୟମ କ୍ଷତିଗ୍ରସ୍ତ।
ରାଓ୍ୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ ଆକ୍ରମଣ। PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ ଆଟାକ୍। ଡ୍ରୋନ ମାଡରେ ରାଓ୍ୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ। ଆଉ କିଛି ସମୟ ପରେ ପିଏସଏଲ ମ୍ୟାଚ୍ ହୋଇଥାନ୍ତା।
ହେଲେ ଭାରତର ଡ୍ରୋନ୍ ଆଟାକରେ ଛାନିଆ ହେଲାଣି ପାକିସ୍ତାନ। ତେଣୁ ତୁରନ୍ତ ରାଓ୍ୱଲପିଣ୍ଡି ଛାଡିବାକୁ ଖେଳାଳିଙ୍କୁ ନିର୍ଦ୍ଦେଶ ଦେଲା ପାକିସ୍ତାନ। କ୍ରିକେଟରଙ୍କୁ ରାଓ୍ୱଲପିଣ୍ଡି ଛାଡ଼ିବାକୁ ପିସିବିର ନିର୍ଦ୍ଦେଶ। PSLରେ ଭାଗ ନେଇଥିବା ଖେଳିଳିଙ୍କୁ ନିର୍ଦ୍ଦେଶ। ଖେଳାଳିଙ୍କୁ ତୁରନ୍ତ ରାଓ୍ୱଲପିଣ୍ଡି ଛାଡ଼ିବାକୁ ନିର୍ଦ୍ଦେଶ।